Home କେନ୍ଦୁଝର ଯୁବକବି ବିଶ୍ୱଜିତଙ୍କୁ ପ୍ରଜ୍ଞାଶ୍ରୀ ସମ୍ମାନ

ଯୁବକବି ବିଶ୍ୱଜିତଙ୍କୁ ପ୍ରଜ୍ଞାଶ୍ରୀ ସମ୍ମାନ

17

ହାଟଡ଼ିହି, ୨୫ /୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ କବି ବିଶ୍ୱଜିତ ରାଉତଙ୍କୁ ପ୍ରଜ୍ଞାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । କଟକ ରାମଚନ୍ଦ୍ର ଭବନ ଠାରେ ସାହିତ୍ୟ, କବି ଓ ବନ୍ଧୁ ପରିବାର ବାଲେଶ୍ୱର ତରଫରୁ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନ୍ୟାୟାଧିଶ ଡ.କୃଷ୍ଣ ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବେ ଡ. ବୋଶିଷ ଜଷ୍ଟି ପ୍ରମୁଖ ଯୋଗଦେଇ କବି ବିଶ୍ୱଜିତଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ପ୍ରଜ୍ଞ୍ୟାଶ୍ରୀ ସମ୍ମାନରେ ସମ୍ମାନୀତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଚନ୍ତି । ତାଙ୍କୁ ଏହି ସମ୍ମାନ ମିଳିବା ପରେ ବହୁ ସାହିତ୍ୟ ଅନୁଷ୍ଠାନ,କବି କବୟତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା  ଓ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.