Home କେନ୍ଦୁଝର ଯୁବକଙ୍କ ଦ୍ୱାରା ଗ୍ରାମପୋଖରୀରୁ ଦଳ ନିସ୍କାସନ

ଯୁବକଙ୍କ ଦ୍ୱାରା ଗ୍ରାମପୋଖରୀରୁ ଦଳ ନିସ୍କାସନ

122

ହାଟଡ଼ିହି- ହାଟଡ଼ିହି ବ୍ଲକ ଗେଡମା ପଂଚାୟତର ଜଳସରପୁର ଗ୍ରାମରେ ବନ୍ୟା ଜଳ ଛାଡିଯିବା ପରେ ବାସୁଳିଗଡ଼ିଆ ପୋଖରୀଟି ଦଳରେ ଭରପୁର ହୋଇଯାଇଥିଲା। ଏହା ଦେଖି ଜଳସରପୁର ତଳ ସାହିର ଯୁବକ ମାନେ ପୋଖରୀରେ ପଶି ସମୁର୍ଣ ଦଳ ସଫା କରି ପୋଖରୀକୁ ପରିଷ୍କାର ପରିଛର୍ଣ କରିଛନ୍ତି। ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଭାବେ ଏହା ପଡିରହିଥିଲା। ଏଥିରେ ଗ୍ରାମର ଯୁବକ ଭବିଷ୍ୟତ ଧଳ, ସନ୍ତୋଷ ସ୍ୱାଇଁ, ଧନ ସ୍ୱାଇଁ, ଜନ ସ୍ୱାଇଁ, ସଞ୍ଜୟ ବିଶ୍ଵାଳ, ସ୍ୱାଧୀନ ନାୟକ, ପ୍ରସନ୍ନ ଜେନା, ନାରାୟଣ ସ୍ୱାଇଁ, ତଥାଗତ ଜେନା, ବିଶ୍ୱଜିତ ନାୟକ ପ୍ରମୁଖ ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.