Home ଅପରାଧ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

202

ପୁରୀ ୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀ ଜିଲ୍ଲା ପିପିଲି କଣ୍ଟି ଗ୍ରାମପଞ୍ଚାୟତ କାକୁଡଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି କିଛି ଦୁର୍ବୃତ୍ତ ଅଜୟ ନାମଦାରୀ ବ୍ୟକ୍ତିଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଦେଖିବାକୁ ମିଳିଛି ।

 

ଦୁର୍ବୃତ୍ତ ମାନେ ସାଧାରଣରେ ଭୟ ସୃଷ୍ଟି କରିବାକୁ ବୋମା ମାଡ କରି ଘଟଣା ସ୍ଥଳରୁ ଫେରାର ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତର ଅଜୟକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.