Home ଅପରାଧ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା

105

ମାଲକାନଗିରି୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାଓବାଦୀ ମାନେ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳି ମାରି ହତ୍ୟା କରିବା ଦେଖିବାକୁ ମିଳିଛି ।

 

ମାଓବାଦୀ ମାନେ ଜିଲ୍ଲାର ଯୋଡାମ୍ବ ପଞ୍ଚାୟତ ବିହନଗୁଡି ଗ୍ରାମର ଦୀନବନ୍ଧୁ ବେପାରୀକୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳି କରି ହତ୍ୟାକରିଥିବା ପୁଲିସ ନିକଟରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.