Home ଅପରାଧ ମୋ ସରକାର ଓ ୫ଟି ଯୋଜନାର ପ୍ରଭାବ; ରାଜ୍ୟର ୩ଟି ସରପଞ୍ଚ ନିଳମ୍ବିତ

ମୋ ସରକାର ଓ ୫ଟି ଯୋଜନାର ପ୍ରଭାବ; ରାଜ୍ୟର ୩ଟି ସରପଞ୍ଚ ନିଳମ୍ବିତ

570

ଭୁବନେଶ୍ୱର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମୋ ସରକାର ଓ ୫ଟି ଯୋଜନାରେ ରାଜ୍ୟର ୩ଟି ସରପଞ୍ଚ ନିଳମ୍ବିତ ହୋଇଥିବା ଜଣାପଡିଛି । ଆର୍ଥିକ ଅନିୟମିତତା ଓ ପଞ୍ଚାୟତ କାର୍ଯ୍ୟାଳୟରେ ଦିର୍ଘ ଦିନ ଅନୁପସ୍ଥିତି ଅଭିଯୋଗରେ ଭଦ୍ରକ ବେତଡ଼ା ସରପଞ୍ଚ ବିମ୍ବାଧର ଦାସ, କେନ୍ଦୁଝର ହାଟଡିହି ବ୍ଲକ୍‍ ସୁଲଣା ସରପଞ୍ଚ ଅଲିଭା ପଲାଇ ଓ ବରଗଡ଼ର କଳାପାଣି ସରପଞ୍ଚ କେ.ଭି. ରେଡ୍ଡିଙ୍କୁ ନିଲମ୍ବିତ କରାଯାଇଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.