Home Top News ମେନପୁରୀ ଲୋକସଭା ଉପ ନିର୍ବାଚନ : ସମାଦବାଦୀ ପାର୍ଟୀ ଡିମ୍ପଲ ଯାଦବଙ୍କୁ ୭୨% ଭୋଟ

ମେନପୁରୀ ଲୋକସଭା ଉପ ନିର୍ବାଚନ : ସମାଦବାଦୀ ପାର୍ଟୀ ଡିମ୍ପଲ ଯାଦବଙ୍କୁ ୭୨% ଭୋଟ

78

ନୂଆଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ମେନପୁରୀ ଲୋକସଭା ଉପ ନିର୍ବାଚନ : ଏ ପର୍ଯ୍ୟନ୍ତ ଭୋଟ ଗଣତି ଅନୁଯାୟୀ, ସମାଦବାଦୀ ପାର୍ଟୀ ଡିମ୍ପଲ ଯାଦବଙ୍କୁ ୭୨% ଭୋଟ ମିଳିଛି। ଉତ୍ତରପ୍ରଦେଶର ମେନପୁରୀ ଲୋକସଭା ନିର୍ବାଚନ ଗତ ଅଢେଇ ଦଶନ୍ଧି ଧରି ସମାଜବାଦୀ ପାର୍ଟିର ଦବଦବା ରହିଛି। ସମାଜବାଦୀ ପାର୍ଟିର ପ୍ରାର୍ଥୀମାନେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୂର୍ବରୁ ସମାଜବାଦୀ ପାର୍ଟିର ସଭାପତି ଥିବା ମୁଲାୟମ ସିଂ ଏଠାରୁ ନିର୍ବାଚନ ଜିତିଛନ୍ତି।

ମୁଲାୟମ ସିଂଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ବୋହୂ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଜାଣନ୍ତୁ କାହାକୁ କେତେ ଭୋଟ ମିଳିଛି।

ଡିମ୍ପଲ୍ ଯାଦବ ସମାଜବାଦୀ ପାର୍ଟୀ ୩୪୫୯୯ ୩୪୫୯୯ ୭୧.୯୯
ରଘୁରାଜ ସିଂ ଶାକ୍ୟ ଭାରତୀୟ ଜନତା ପାର୍ଟି ୧୨୬୫୨ ୧୨୬୫୨ ୨୬.୩୨
ପ୍ରମୋଦ କୁମାର ଯାଦବ ଭାରତୀୟ କୃଷକ ଦଳ ୧୬୯ ୧୬୯ ୦.୩୫
ଭୁପେନ୍ଦ୍ର କୁମାର ଧାଙ୍ଗର ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି ୯୬ ୯୬ ୦.୨
ସୁରେଶ ଚନ୍ଦ୍ର ସ୍ୱାଧୀନ ୧୧୦ ୧୧୦ ୦.୨୩
ସୁଷମା ଦେବୀ ସ୍ୱାଧୀନ ୧୧୭ ୧୧୭ ୦.୨୪
NOTA   ୩୨୦ ୩୨୦ ୦.୬୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.