Home Top News ପଦ୍ମପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ଆଗୁଆ ବିଜେଡ଼ି : ଜାଣନ୍ତୁ କାହାର କେତେ ଭୋଟ

ପଦ୍ମପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ଆଗୁଆ ବିଜେଡ଼ି : ଜାଣନ୍ତୁ କାହାର କେତେ ଭୋଟ

101

ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନର ପାଇଁ ଆରମ୍ଭ ହୋଇଛି ଭୋଟ୍‌ଗଣତି। ସକାଳ ୮ଟାରେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ ମେସିନ ଗଣତି ଆରମ୍ଭ ହେବ। ୨୩ ରାଉଣ୍ଡରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ନିମ୍ନ ଲିଖିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ନିଜନିଜର ଭାଗ୍ୟ ପରୀକ୍ଷା କରିବେ।

         
କ.ସଂଖ୍ୟା ପ୍ରାର୍ଥା ଦଳ ମୋଟ ଭୋଟ % ଭୋଟ
ପ୍ରଦୀପ ପୁରୋହୀତ ବିଜେପି ୩୭୮୯ ୩୮.୬୮
ବର୍ଷା ସିଂ ବରିହା ବିଜେଡ଼ି ୫୫୦୧ ୫୬.୧୫
ସତ୍ୟ ଭୂଷଣ ସାହୁ କଂଗ୍ରେସ ୨୦୬ ୨.୧
ବିଦ୍ୟାଧର ପାଣ୍ଡବ ଅଖିଳ ଭାରତ ହିନ୍ଦୁ ମହାସଭା ୧୩ ୦.୧୩
ମୁକ୍ତେଶ୍ବର ଦାସ ଓଡ଼ିଶା ଜନତା ପାର୍ଟି ୧୧ ୦.୧୧
ଉଦୀତ ବନ୍ଦିଆ ସ୍ୱାଧିନ ୧୮ ୦.୧୮
ଗଙ୍ଗାଧର ସାହା ସ୍ୱାଧିନ ୧୯ ୦.୧୯
ଦେବାର୍ଚ୍ଚନ ନାୟକ ସ୍ୱାଧିନ ୩୦ ୦.୩୧
ବୃନ୍ଦାବନ ପୁରୋହୀତ ସ୍ୱାଧିନ ୨୮ ୦.୨୯
୧୦ ଶେଷଦେବ ସାହୁ ସ୍ୱାଧିନ ୬୭ ୦.୬୮
୧୧ ନୋଟା ନୋଟା ୧୧୫ ୧.୧୭
  ମୋଟ    

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.