Home Top News ମା’ ହେବାକୁ ଯାଉଛନ୍ତି ପୂର୍ବତନ ବିଶ୍ୱର ନଂ ୧ ମାରିଆ ଶାରାପୋଭା

ମା’ ହେବାକୁ ଯାଉଛନ୍ତି ପୂର୍ବତନ ବିଶ୍ୱର ନଂ ୧ ମାରିଆ ଶାରାପୋଭା

91

ନୂଆ ଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ପୂର୍ବତନ ବିଶ୍ୱର ନମ୍ବର ୱାନ ମାରିଆ ଶାରାପୋଭା ମଙ୍ଗଳବାର ନିଜର ୩୫ ତମ ଜନ୍ମଦିନ ପାଳନ କରି ନିଜର ପ୍ରଥମ ସନ୍ତାନର ମା’ ହେବାକୁ ଯାଉଛନ୍ତି ଅର୍ଥାତ୍ ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି।

୨୦୨୦ ରେ କ୍ରୀଡାରୁ ଅବସର ନେଇଥିବା ଋଷରଖେଳାଳି ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଚମ୍ପିଅନ୍ ଇନଷ୍ଟାଗ୍ରାମରେ ତାଙ୍କ ୪.୨ ନିୟୁତ ଅନୁସରଣକାରୀଙ୍କୁ ଏହି ଖବର ସେୟାର କରିଛନ୍ତି।

ସେ ଏକ ସମୁଦ୍ର କୂଳରେ ଠିଆ ହୋଇ ହସୁଥିବା ଏକ ଫଟୋ ସେୟାର କରି ଲେଖିଛନ୍ତିଯେ, “ମୂଲ୍ୟବାନ ଆରମ୍ଭ !!!”

ଦୁଇଜଣଙ୍କ ପାଇଁ ଜନ୍ମଦିନର କେକ ଖାଇବା ମୋର ବିଶେଷତା ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.