Home ଓଡ଼ିଶା ମାଲକାନାଗିରି ଜିଲ୍ଲାରୁ ୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଜାଣନ୍ତୁ କେଉଁ ବ୍ଲକରୁ କେତେ ?

ମାଲକାନାଗିରି ଜିଲ୍ଲାରୁ ୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଜାଣନ୍ତୁ କେଉଁ ବ୍ଲକରୁ କେତେ ?

121

ମାଲକାନାଗିରି ୭-୯ (ଓଡ଼ିଆ ପୁଅ) ଆଜି ମାଲକାନାଗିରି ଜିଲ୍ଲାରୁ ୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମାଲକାନଗିରି ପୌରପାଳିକାରୁ – ୧୪
ବାଲିମେଲା NACରୁ ଜଣେ
ମାଲକାନଗିରି ବ୍ଲକରୁ ଜଣେ
କୋରୁକୋଣ୍ଡା ବ୍ଲକରୁ ୦୪ ଜଣ
କାଲିମେଲା ବ୍ଲକରୁ ୦୪ ଜଣ
ଖଇରପୁଟ ବ୍ଲକରୁ ୦୨ ଜଣ
ମାଥିଲି ବ୍ଲକରୁ ୦୭ ଜଣ
ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.