Home ଜିଲ୍ଲା ପରିକ୍ରମା ମାଲକାନଗିରି କରୋନା ଆକ୍ରାନ୍ତଙ୍କ ସୂଚନା ଦେଲେ ଜିଲ୍ଲାପାଳ

ମାଲକାନଗିରି କରୋନା ଆକ୍ରାନ୍ତଙ୍କ ସୂଚନା ଦେଲେ ଜିଲ୍ଲାପାଳ

72

ମାଲକାଲାଗିରି ୯-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିଷ ଏମାନଙ୍କର ମଧ୍ୟରେ ମାଲକାଲାଗିରି ଜିଲ୍ଲାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ମାଲକାନଗିରି ପୌରପାଳିକା ଅଞ୍ଚଳରେ ଥିବା କଣ୍ଟେଣ୍ଟମେଣ୍ଟ ଜୋନରୁ ସ୍ଥାନୀୟ ଭାବେ ଚିହ୍ନଟ ହୋଇଥିବା ପଜିଟିଭ୍ କେସ୍। ଆକ୍ରାନ୍ତ ହେଉଛନ୍ତି ପୂର୍ବରୁ ପଜିଟିଭ୍ ଚିହ୍ନଟଙ୍କର ସମ୍ପର୍କୀୟ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେଉଛି। ଏ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ ଏବେ ମୋଟ ଆକ୍ରାନ୍ତ ୧୧୬ ହୋଇଥିବା ବେଳେ ୭୧ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ସକ୍ରିୟ ଅଛନ୍ତି ୪୫ ଜଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.