Home କୋରାପୁଟ ମାଛରା ଗଭୀର ନଳକୂପ ପ୍ରକଳ୍ପ ଉଦଘାଟିତ

ମାଛରା ଗଭୀର ନଳକୂପ ପ୍ରକଳ୍ପ ଉଦଘାଟିତ

39

କୋରାପୁଟ ୨୪-୦୮(ଓଡିଆ ପୁଅ /ରଂଜନ ଦାସ)ବିଜୁ କୃଷକ ବିକାଶ ଯୋଜନା ସହାୟତାରେ ମାଛରା ଗଭୀର ନଳକୂପ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ଅତିଥିଭାବେ ଯୋଗଦେଇଥିଲେ ।ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.