Home Coronavirus Outbreak ମହାମାରୀ ମୁକାବିଲା ଲାଗି ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ଭାରତ ପ୍ରସ୍ତୁତ...

ମହାମାରୀ ମୁକାବିଲା ଲାଗି ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ଭାରତ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ

735

ନୂଆଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ମହାମାରୀ ମୁକାବିଲା ଲାଗି ବନ୍ଧୁ ରାଷ୍ଟ୍ରଗୁଡ଼ିକ ଯଥାସମ୍ଭବ ସହାୟତା କରିବା ନିମନ୍ତେ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଇସ୍ରାଏଲକୁ କ୍ଲୋରୋକୁଇନ ଯୋଗାଣ ନିମନ୍ତେ ଭାରତ ନିଷ୍ପତ୍ତି ନେଇଥିବାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଏଥିପ୍ରତି କୃତଜ୍ଞତା ବ୍ୟକ୍ତ କରି ଟ୍ଵିଟ କରିବା ପରେ ଉତ୍ତରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.