Home ଆନ୍ତର୍ଜାତୀୟ ଏଣିକି ଭାରତୀୟ ଖେଳାଳୀଙ୍କ ଜର୍ସିରେ ରହିବ ଏହି ନାଁ

ଏଣିକି ଭାରତୀୟ ଖେଳାଳୀଙ୍କ ଜର୍ସିରେ ରହିବ ଏହି ନାଁ

364

ନୂଆଦିଲ୍ଲୀ,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ଏଣିକି ଭାରତୀୟ ଖେଳାଳୀଙ୍କ ଜର୍ସିରେ ଆଉ ରହିବନି ଚାଇନିଜ ମୋବାଇଲ କମ୍ପାନୀ ଓପୋ ନାଁ । ଆଉ କିଛି ଦିନ ପରେ ଏହା ଭାରତୀୟ କ୍ରିକେଟରଙ୍କ ଜର୍ସିରୁ ହଟି ଯିବ ଏବଂ ତା ବଦଳରେ ରହିବ ଈଣଔଟ ନାଁ ।

ମିଳିଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ଓପୋ ଭାରତୀୟ ଖେଳାଳୀଙ୍କ ଜର୍ସିରେ ନିଜ ମୋବାଇଲର ନାଁ ଲେଖିବା ପାଇଁ ଅନୁମତି ପାଇଥିଲା । ଏବଂ ଏଥିପାଇଁ ୫ ବର୍ଷ ଚୁକ୍ତି ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ଏହା ଈଣଔଟ ଏଥିପାଇଁ ଅଧିକ ଖର୍ଚ୍ଚ କରିଛି ଏବଂ ବିସିସିଆଇ ଏହାକୁ ଗ୍ରହଣ କରିଛି । ଏଥିପାଇଁ ବିସିସିଆଇ କୌଣସି ପ୍ରକାର ନିଲାମ ଡାକିବ ନାହିଁ ବୋଲି ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.