Home ଓଡ଼ିଶା ଭୋଟର ପରିଚୟ ପତ୍ର ସଂସୋଧନ ଓ ପଜିଂକରଣ ନେଇ ଜନସଚେତନତା ବୈଠକ

ଭୋଟର ପରିଚୟ ପତ୍ର ସଂସୋଧନ ଓ ପଜିଂକରଣ ନେଇ ଜନସଚେତନତା ବୈଠକ

99

ମାଲକାନଗିରି,୧୨ା୧୧ (ଓଡିଆ ପୁଅ ) ମାଲକାନଗିରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ୨୦୨୧-୨୨ ର ନୂତନ ଭୋଟର ତାଲିକା ସଂଶୋଧନ ପ୍ରକ୍ରୀୟା ନୂତନ ଭୋଟର ପଜିଂକରଣ ସଂପର୍କରେ ଜନସଚେତନତା ବୈଠକ ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ସଚେତନାତା କାର୍ଯ୍ୟାକ୍ରମ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କର ଆୟୋଜନ କରାଯାଇ ୧୮ବର୍ଷ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଭୋଟର ପାଇଁ ଅନଲାଇନ ଆପ ମାଧ୍ୟମରେ ଅପ ଲାଇନ ରେ ନିଜ ନିଜ ନାମପଜିଂକୃତ କରାଯିବା ପାଇଁ ଜନସଚେତନତା କରାଯିବ ,ଜିଲ୍ଲାର ସମସ୍ତ ବୁଥରେ ନୂତନ ଭୋଟର ତାଲିକା ଲଗା ଯାଇ ଭୋଟର ସଂଶୋଧନ ଓ ନୂତନ ଭୋଟର ପଜିଂକରଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସୁଚନା ଦେଇଥିଲେ । ଏହି ବୈଠକରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଳ,ଅଧାପକ ରଂଜନ କୁମାର ସ୍ୱାଇଁ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.