Home Coronavirus Outbreak ଭେଣ୍ଟିଲେଟର, ପିପିଇ, କୋଭିଡ ଟେଷ୍ଟ କିଟ୍ସ ଏବଂ ମୁହଁ ଓ ସର୍ଜିକାଲ ମାସ୍କର ଆମଦାନୀ ଉପରୁ...

ଭେଣ୍ଟିଲେଟର, ପିପିଇ, କୋଭିଡ ଟେଷ୍ଟ କିଟ୍ସ ଏବଂ ମୁହଁ ଓ ସର୍ଜିକାଲ ମାସ୍କର ଆମଦାନୀ ଉପରୁ ମୂଳ ସୀମା ଶୁଳ୍କ ଏବଂ ସ୍ଵାସ୍ଥ୍ୟ ସେସ ଉଚ୍ଛେଦ ଲାଗି ସରକାରଙ୍କ ଅନୁମୋଦନ

606

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଦେଶରେ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସରଞ୍ଜାମର ଜରୁରି ଆବଶ୍ୟକତା ଦେଖାଦେଇଛି। ଏାହାକୁ ଦୃଷ୍ଟିରେ ରଖି ଭେଣ୍ଟିଲେଟର, ମୁଖ ମାସ୍କ, ସର୍ଜିକାଲ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), କୋଭିଡ-୧୯ ଟେଷ୍ଟ କିଟ୍ସ, ଉପରୋକ୍ତ ସାମଗ୍ରୀର ଉତ୍ପାଦନ ପାଇଁ ଇନପୁଟ ଆଦି ଉପରୁ ମୂଳ ସୀମା ଶୁଳ୍କ ଏବଂ ସ୍ଵାସ୍ଥ୍ୟ ସେସକୁ ତୁରନ୍ତ ଉଚ୍ଛେଦ କରିବା ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.