Home Coronavirus Outbreak କୋଭିଡ-୧୯ ଚିକିତ୍ସା ସରଞ୍ଜାମ ଉତ୍ପାଦନରେ ନିୟୋଜିତ ଏମଏସଏମଇଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇ ଦିଆଯିବା ଉଚିତ...

କୋଭିଡ-୧୯ ଚିକିତ୍ସା ସରଞ୍ଜାମ ଉତ୍ପାଦନରେ ନିୟୋଜିତ ଏମଏସଏମଇଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇ ଦିଆଯିବା ଉଚିତ : ଶ୍ରୀ ନୀତୀନ ଗଡ଼କରୀ

284

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ମନ୍ତ୍ରୀ କହିଛନ୍ତି ଯେ ଦେଶକୁ ଦୁଇ ମୋର୍ଚ୍ଚାରେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି, ଗୋଟିଏ କୋଭିଡ ବିରୋଧରେ ଏବଂ ଅନ୍ୟଟି ଅର୍ଥବ୍ୟବସ୍ଥା କ୍ଷେତ୍ରରେ। ସେ ଉଲ୍ଲେଖ କରିଛନ୍ତି ଯେ କୋଭିଡ-୧୯ କାରଣରୁ ଭେଣ୍ଟିଲେଟର, ପିପିଇ କିଟ୍ସ, ମାସ୍କ ଓ ସାନିଟାଇଜର ଆଦି ଚିକିତ୍ସା ସରଞ୍ଜାମ ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି। ଗତ ୧ ମାସ ମଧ୍ୟରେ ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ଏମଏସଏମଇ ଉଦ୍ୟୋଗଗୁଡ଼ିକ ଉତ୍ପାଦନ ବୃଦ୍ଧି କରିଛନ୍ତି। ଯାହା ଫଳରେ ଚାହିଦାରେ ରହିଥିବା ଶୂନ୍ୟସ୍ଥାନ କେତେକାଂଶରେ ପୂରଣ ହୋଇପାରୁଛି। ସେ କହିଥିଲେ ଯେ ଏସବୁ କାର୍ଯ୍ୟକଳାପରେ ଜଡ଼ିତ ଥିବା ଏମଏସଏମଇଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇ ଦିଆଯିବା ଉଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.