ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଦେଶରେ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସରଞ୍ଜାମର ଜରୁରି ଆବଶ୍ୟକତା ଦେଖାଦେଇଛି। ଏାହାକୁ ଦୃଷ୍ଟିରେ ରଖି ଭେଣ୍ଟିଲେଟର, ମୁଖ ମାସ୍କ, ସର୍ଜିକାଲ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), କୋଭିଡ-୧୯ ଟେଷ୍ଟ କିଟ୍ସ, ଉପରୋକ୍ତ ସାମଗ୍ରୀର ଉତ୍ପାଦନ ପାଇଁ ଇନପୁଟ ଆଦି ଉପରୁ ମୂଳ ସୀମା ଶୁଳ୍କ ଏବଂ ସ୍ଵାସ୍ଥ୍ୟ ସେସକୁ ତୁରନ୍ତ ଉଚ୍ଛେଦ କରିବା ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି।
Home Coronavirus Outbreak ଭେଣ୍ଟିଲେଟର, ପିପିଇ, କୋଭିଡ ଟେଷ୍ଟ କିଟ୍ସ ଏବଂ ମୁହଁ ଓ ସର୍ଜିକାଲ ମାସ୍କର ଆମଦାନୀ ଉପରୁ...