Home କେନ୍ଦୁଝର ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କଲେ ବିଡିଓ

ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କଲେ ବିଡିଓ

57

ହାଟଡ଼ିହି, ୧୧ । ୧୦ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମର ଭିନ୍ନକ୍ଷମ ନାଥ ରଣାଙ୍କୁ ବ୍ଲକ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ବିଡିଓ ବିନିତା ବିଜୟିନୀ ଆଜି ଛୁଟିରୁ ଫେରି କାର୍ଯ୍ୟରେ ଯୋଗଦେବାପରେ ଏହି ଭିନ୍ନକ୍ଷମ ଜଣଙ୍କୁ ନିତିଦିନ ଚଳପ୍ରଚଳ କରିବା ଉଦ୍ଦେଶ୍ୟରେ ଏହି ଟ୍ରାଇ ସାଇକେଲଟିକୁ ପ୍ରଦାନ କରିଥିଲେ । ଏହି ସମୟରେ ବ୍ଲକର ପିଇଓ ନରହରି ନାୟକ, କର୍ମଚାରୀ ବିନୋଦ ବିହାରୀ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.