Home ଓଡ଼ିଶା ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏସଆଇ ଫକୀର ମୋହନ ସିଂହ !

ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏସଆଇ ଫକୀର ମୋହନ ସିଂହ !

39

କଟକ, ୭/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ଜଣେ ଅଭିଯୁକ୍ତଙ୍କୁ ଗିରଫ ନ କରି ସିଆରପିସିର ଧାରା ୪୧ (ଏ)ରେ ନୋଟିସ୍ ଦେଇ ଛାଡ଼ି ଦେବା ପାଇଁ ତାଙ୍କ ପୁଅଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଭିଜିଲାନ୍ସ ସ୍କ୍ୱାର୍ଡ ହାତରେ ଧରା ପଡିଛନ୍ତି ବିଞ୍ଝାରପୁର ଥାନାର ସବ୍ ଇନ୍ସପେକ୍ଟର ଫକୀର ମୋହନ ସିଂହ। ଭିଜିଲାନ୍ସ ଥାନା କେସ ନ. ୩୬ ରେ ମୋକଦମାରୁଜୁ କରାଯାଇ ଭିଜିଲାନ୍ସ ପକ୍ଷରୁ ବିଞ୍ଝାରପୁର ସ୍ଥିତ ତାଙ୍କ, ବାସଗୃହ ସମେତ କଟକ ଜିଲ୍ଲା କନ୍ଦରପୁରସ୍ଥିତ ନିଜ ପୈତୃକ ବାସଭବନରେ ଯାଞ୍ଚ୍ ଜାରି ରହିଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.