Home ଜିଲ୍ଲା ପରିକ୍ରମା ଭାରସାମ୍ୟ ହରାଇ ଓଲଟିଲା କଣ୍ଟେନର , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭାରସାମ୍ୟ ହରାଇ ଓଲଟିଲା କଣ୍ଟେନର , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

30

ବାହାନଗା,୯ା୧୨( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଦୁ ଡାଇଭରସନ ନିକଟରେ ଭାରସାମ୍ୟ ହରାଇ ଏକ କଣ୍ଟେନର ଓଲଟି ପଡ଼ିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ (ଏନଏଲ ୦୧- ଆରସି-୩୩୪୬) ନଂ କଣ୍ଟେନର ଭଦ୍ରକ ଆଡ଼ୁ ବାଲେଶ୍ୱର ଆଡ଼କୁ ଯାଉଥିଲା । ବିଦୁ ଡାଇଭରସନ ନିକଟରେ ଏକ ବାଇକକୁ ବଞ୍ଚାଇବାକୁ ଯାଇ କଣ୍ଟେନର ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ତେବେ ଡ୍ରାଇଭର ଓ ହେଲପରଙ୍କର କିଛି କ୍ଷତି ହୋଇ ନଥିବାର ଜଣାପଡ଼ିଛି । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଭିଡ଼ ହୋଇ ଯାଇଥିବାର ଜଣାପଡ଼ିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.