Home ଓଡ଼ିଶା ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇପାରେ ମହାଚୁକ୍ତି

ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇପାରେ ମହାଚୁକ୍ତି

182

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଦିନ ୧୧.୩୦ରେ ଦ୍ୱିପାକ୍ଷିକ ଆଲୋଚନା ହେବ ।  ଦିନ ୧୧.୩୦ରେ ଶେଖ୍ ହସିନା ଏବଂ ମୋଦିଙ୍କ ସାକ୍ଷାତ ହେବା ସହ କିଛି ଗୁରୁତ୍ଵପୂର୍ଣ୍ଣ  ନିଷ୍ପତ୍ତି ମଧ୍ୟ ହୋଇପାରେ । ତେବେ ଏହି ଆଲୋଚନାରେ ଭାରତ ଓ ପଶ୍ଚିମ ବଙ୍ଗ ମଧ୍ୟରେ ପ୍ରାୟ ୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବାକୁ ଥିବା ସୂଚନା ମିଳିଛି । ଏହା ସହ ନରେନ୍ଦ୍ର ମୋଦି ଓ ଶେଖ୍ ହସିନା ତିନିଟି ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଦୁଇ ଦେଶ ମଧ୍ୟରେ ଗମନାଗମନ, ଯୋଗାଯୋଗ, ଦକ୍ଷତାବୃଦ୍ଧି କ୍ଷେତ୍ରରେ ବହୁ ଚୂକ୍ତି ହେବା ସମ୍ଭାବନା ରହଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗୁରୁବାର ଚାରିଦିଆ ଭାରତ ଗସ୍ତରେ ଆସିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.