Home Top News ଭାରତର ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ Top Newsଓଡ଼ିଶାଜାତୀୟ ଭାରତର ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ By Bureau - April 9, 2022 32 0 1 0 0ନୂଆ ଦିଲ୍ଲୀ ୯-୪ (ଓଡ଼ିଆ ପୁଅ) ଭାରତର ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ପରି ଲାଗୁଛି। କାରଣ ବର୍ତ୍ତମାନ ଅସଂଖ୍ୟ ଟ୍ୱିଟ ନୋଟିଫିକେସନ ଏହି ଆକାଉଣ୍ଟରୁ ଆସୁଛି। ଏଥିରେ ଏକ କାର୍ଟୁନ ପ୍ରୋଫାଇଲ ଯୋଡ଼ାଯାଇଥିବା ବେଳେ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ଜଣାପଡ଼ୁଛି। Tweet 0 1 0 0