Home ଓଡ଼ିଶା ଭଦ୍ରକରେ ବାଇକ ରାକେଟ ଠାବ: ୧୧ମୋଟର ସାଇକେଲ ଜବତ,୩ ଗିରଫ

ଭଦ୍ରକରେ ବାଇକ ରାକେଟ ଠାବ: ୧୧ମୋଟର ସାଇକେଲ ଜବତ,୩ ଗିରଫ

26

ଭଦ୍ରକ,୧୭/୨ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ବିଗତ କିଛି ଦିନଧରି ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳରୁ ଚୋରି ହୋଇଥିବା ୧୧ଟି ବାଇକକୁ ସହରାଞ୍ଚଳ ଥାନା ପୋଲିସ ଉଦ୍ଧାର କରି ସମୁଦାୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଅଞ୍ଚଳର ୨ଜଣ ଏଠାରୁ ବାଇକଗୁଡିକ ଚୋରି କରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଜଣେ ସହଯୋଗୀଙ୍କ ଜରିଆରେ ବିକ୍ରି କରିଥାନ୍ତି ବୋଲି ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନା ସହରାଞ୍ଚଳ ଥାନାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୂର୍ବରୁ ସହରାଞ୍ଚଳ ଥାନା ପୋଲିସ ପଶ୍ଚିମବଙ୍ଗରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ଅନ୍ୟ ୨ଜଣଙ୍କୁ ଜେଲ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.