Home ଜିଲ୍ଲା ପରିକ୍ରମା ଭଦ୍ରକରୁ ୬୭ ପଜିଟିଭ୍ ଚିହ୍ନଟ

ଭଦ୍ରକରୁ ୬୭ ପଜିଟିଭ୍ ଚିହ୍ନଟ

17

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଳ୍ଲାରୁ ୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆମ୍‌ରି ହସ୍‌ପିଟାଲରେ ୩ଜଣ, ଆପୋଲୋ ହସ୍‌ପିଟାଲରେ ୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟମାନେ ବାସୁଦେବପୁର ବ୍ଲକର ବିନାୟକପୁର ଗ୍ରାମରୁ ୨ଜଣ, ସୁଦର୍ଶନପୁର ଗ୍ରାମରୁ ଜଣେ, ବାସୁଦେବପୁର ପୌରପାଳିକାର ୧୧ ନଂ ସ୍ୱାର୍ଡରୁ ଜଣେ, ୮ନଂ ୱାର୍ଡରୁ ଜଣେ, ଭଦ୍ରକ ବ୍ଳକର ସୁଶା ଗ୍ରାମରୁ ଜଣେ, ବେନ୍ତାଳ ଗ୍ରାମରୁ ଜଣେ, ଶ୍ରୀରାମପୁର ଗ୍ରାମରୁ ଜଣେ, ଚୁନିଦାରୁ ଜଣେ, ଏରେଇଁରୁ ଜଣେ, ଜଳଙ୍ଗାରୁ ଜଣେ, ରାନ୍ଦିଆରୁ ଜଣେ, ଭଦ୍ରକ ପୌରପାଳିକାର ୯ ନଂ ୱାର୍ଡ ଚାରିଘରିଆରୁ ଜଣେ, ୬ନଂ ୱାର୍ଡ ଡାହାଣିଗଡ଼ିଆରୁ ଜଣେ, ଚରମ୍ପାରୁ ଜଣେ, ହାଉସିଂବୋର୍ଡ କଲୋନୀରୁ ଜଣେ, ୧୧ନଂ ୱାର୍ଡ ଜଗନ୍ନାଥପୁରରୁ ଜଣେ, ୧୨ନଂ ୱାର୍ଡ ବଙ୍କସାହିରୁ ଜଣେ, ୧୭ ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୨୯ନଂ ୱାର୍ଡ ଗରଦପୁରରୁ ୨ଜଣ, ୫ ନଂ ୱାର୍ଡ ଚରମ୍ପାରୁ ଜଣେ, ୭ ନଂ ୱାର୍ଡ କଲ୍ୟାଣୀ ରେସିଡେନ୍‌ସିରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ତ ବ୍ଲକ ଅଣିଜୋରୁ ଜଣେ, ଆପ୍‌ତୀରାରୁ ଜଣେ, ଟିକିରାରୁ ୨ଜଣ, ବ୍ରହ୍ମପୁରରୁ ଜଣେ, ଶ୍ରୀରାମପୁରରୁ ୨ଜଣ, ପୁରୁଷଣ୍ଢ ଗ୍ରାମରୁ ଜଣେ, ବାଙ୍କତୀରା ଗ୍ରାମରୁ ଜଣେ, ରାମକୃଷ୍ଣପୁର ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଳକ ଭୁଇଁବୃତ୍ତି ଗ୍ରାମରୁ ଜଣେ, ଗୋବିନ୍ଦପୁର ଗ୍ରାମରୁ ଜଣେ, ଚଡଦିଆ ଗ୍ରାମରୁ ୨ଜଣ, ଧାମରାରୁ ଜଣେ, ନିଶ୍ଚିନ୍ତା ଗ୍ରାମରୁ ଜଣେ, ଚଷାଖଣ୍ଡ ଗ୍ରାମରୁ ଜଣେ, ହରିପୁର ଗ୍ରାମରୁ ୨ଜଣ, ନୂଆଗାଁରୁ ଜଣେ, ଚାନ୍ଦବାଲି ଏନ୍‌ଏସି ୮ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକ ଜଳମଣ୍ଡୁଆ ଗ୍ରାମରୁ ଜଣେ, ଝୁଟଣା ଗ୍ରାମରୁ ଜଣେ, ଧାମନଗର ବ୍ଲକ ପୁଟେଇପୁରରୁ ଜଣେ, ପଳିକିରିରୁ ଜଣେ, ଜାହାଙ୍ଗୀରରୁ ଜଣେ, ଅସ୍ତକରୁ ଜଣେ, କଲ୍ୟାଣୀରୁ ଜଣେ, ରାମରାକୁଳ ଗ୍ରାମରୁ ୨ଜଣ, ରାଧାବଲ୍ଲଭପୁର ଗ୍ରାମରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଧାମନଗର ଏନ୍‌ଏସି ୮ ନଂ ୱାର୍ଡରୁ ଜଣେ, ତିହିଡ଼ି ବ୍ଲକ ବାରୋ ଗ୍ରାମରୁ ଜଣେ, ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରାରୁ ଜଣେ, ସିମୁଳିଆରୁ ଜଣେ, କେନ୍ଦୁଝର ଜିଲ୍ଲା ହାଟଡିହିରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୮୬୧୨ ଓ ସୁସ୍ଥ ଅଛନ୍ତ୍‌ି ୭୮୯୦ । ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯୪ଜଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.