Home କେନ୍ଦୁଝର ଭତ୍ତା ଟଙ୍କାରୁ ରାମମନ୍ଦିର ପାଇଁ ଦାନ କଲେ ଗୋଲଖ

ଭତ୍ତା ଟଙ୍କାରୁ ରାମମନ୍ଦିର ପାଇଁ ଦାନ କଲେ ଗୋଲଖ

285

ହାଟଡିହି ୬ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ ) ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅର୍ଥ ଦାନ କରୁଛନ୍ତି । ଏହି କ୍ରମରେ ପ୍ରଭୂ ଶ୍ରୀରାମଙ୍କ ଜଣେ ଭକ୍ତ ସୁଲଣ ଗ୍ରାମର ଗୋଲଖ ବିହାରୀ ଜେନା ନିଜର ସଞ୍ଚିତ ଭତ୍ତା ଅର୍ଥରୁ ଦୁଇ ହଜାର ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ସେ ଏହି ଅର୍ଥକୁ ରାମମନ୍ଦିର ନିର୍ମାଣ ପାଣ୍ଠିକୁ ଫୋନ ପେ ମାଧ୍ୟମରେ ପଠାଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.