Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ମଦ ଜବତ, ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ – ମଦ ଜବତ, ଅଭିଯୁକ୍ତ ଗିରଫ

28

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ନିଶାଦ୍ରବ୍ୟ କାରବାରଉପରେ ଚଢାଉ ଓ ଯାଞ୍ଚ ଜାରି ରହିଥିବାବେଳେ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଆଖୁଆପଦାରୁ ଗତକାଲି ରାତ୍ରରେ ଏକ ଦୋକାନରୁ ବେଆଇନ ଦେଶୀ ମଦ ଜବତ କରାଯାଇଛି । ରାଜୀବ ଲୋଚନ ଯେନା ଜାରରେ ରଖିଥିବା ପନ୍ଦର ଲିଟର ଦେଶୀ ମଦକୁ ପୁଲିସ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏ ସମ୍ପର୍କରେ ଭଣ୍ଡାରିପୋଖରୀ ଥାନାରେ ୧୦୩/୨୧ ନଂ ମାମଲା ଋଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.