Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ବାଲି ଗାଡି ଜବତ

ଭଣ୍ଡାରିପୋଖରୀ – ବାଲି ଗାଡି ଜବତ

62

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥରେ ବେଆଇନ ବାଲି ପରିବହନ କରୁଥିବା ଓଡି ୨୨ କ୍ୟୁ ୬୫୭୫ନଂ ହାଇୱା ଗାଡିକୁ ସ୍ଥାନୀୟ ପୁଲିସ ଜବତ କରିଛି । ଏହାର ଚାଳକ ପାଣିକୋଇଲି ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କୁ ଗିରଫ କରାଯାଇଛି । ଏଥିôନେଇ ୧୯୮/୨୧ନଂ ମାମଲା ଋଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.