Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ନାବାଳିକାକୁ ଅପହରଣ କରିଥିବା ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ : ନାବାଳିକାକୁ ଅପହରଣ କରିଥିବା ଅଭିଯୁକ୍ତ ଗିରଫ

38

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଣ୍ଡାରିପୋଖରୀ ଥାନା ପୁଲିସ୍ ଜଣେ ନାବାଳିକା ଅପହରଣକାରୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବଜାର ଜଣାପଡିଛି । ସୂଚନା ଅନୁସାରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜନୈକ ନାବାଳିକାକୁ ଗତ ଫେବୃୟାରୀ ମାସରେ ଅପହରଣ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଅର୍ଜ୍ଜୁନ ଚରଣ ଜେନାକୁ ଗତକାଲି ରାତ୍ରରେ ଗିରଫ କରାଯିବା ସହ ଅପହୃତାକୁ ଉଦ୍ଧାର କରାଯାଇଛି । ମାଳଦା ଗ୍ରାମର ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.