Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ଅଗ୍ନିବିପନ୍ନଙ୍କୁ ସହାୟତା

ଭଣ୍ଡାରିପୋଖରୀ – ଅଗ୍ନିବିପନ୍ନଙ୍କୁ ସହାୟତା

31

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ଅଗ୍ନିବିପନ୍ନ ଚୈତନ୍ୟ ସାହୁ ଓ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରିବାରକୁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସ୍ଥାନୀୟ ଶାଖା ପକ୍ଷରୁ ସମ୍ପାଦକ ସୁଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାସେବୀ ଦଳ ଆଜି ସହାୟତା ପ୍ରଦାନ କରିଛନ୍ତି । ଆର୍ଥୀକ, ବସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ଜେନା, ଉଦୟନାଥ ରାୁତ, ଶିକ୍ଷକ ପବନ କୁମାର ନାୟକ, ଅଧ୍ୟାପକ ବିନାୟକ ଘୋଷ, ଯୋଗୀ ଶ୍ରୀପତି ମୁନି, ହୃଷିକେଶ ବାରିକ, ଶିଳ୍ପୀ ଗଜେନ୍ଦ୍ର ସାହୁ ପ୍ରମୁଖ ସ୍ୱେଚ୍ଛାସେବୀ ଦଳରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.