Home Top News ବଢ଼ିଲା ସୁନା ଦର : ଆଜିର (୧୫ ଅକ୍ଟୋବର) କେଉଁ ସହରରେ ସୁନାର ଦର କେତେ?

ବଢ଼ିଲା ସୁନା ଦର : ଆଜିର (୧୫ ଅକ୍ଟୋବର) କେଉଁ ସହରରେ ସୁନାର ଦର କେତେ?

107

ନୂଆ ଦିଲ୍ଲୀ ୧୫ -୧୦ (ଓଡ଼ିଆ ପୁଅ) ଆଜିର ସୁନା ଦରରେ ଗତକାଲି ତୁଳନାରେ ପରିବର୍ତ୍ତନ ହୋଇଛି। ସୁନା ଦରରେ ଗତ କିଛି ଦିନ ହେବ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ଜାଣନ୍ତୁ ଆଜିର କେଉଁ ସହରରେ ସୁନାର ଦର କେତେ?

ଆଜି ବଜାର ଖୋଲିବା ସମୟର ସୁନାଦର ଜାଣନ୍ତୁ – ୧୦ ଗ୍ରାମ ପ୍ରତି ଦର ଟଙ୍କାରେ

ସହର ୨୨ କ୍ୟାରେଟ ୨୪ କ୍ୟାରେଟ
ଚେନ୍ନାଇ ୪୫,୧୫୦ ୪୯,୨୬୦
ମୁମ୍ବାଇ ୪୭,୦୭୦ ୪୮,୦୭୦
ଦିଲ୍ଲୀ ୪୬,୯୫୯ ୫୧,୨୨୦
କୋଲକାତା ୪୭,୨୫୦ ୪୯,୯୫୦
ବାଙ୍ଗାଲୋର ୪୪,୮୦୦ ୪୮,୮୭୦
ହାଇଦ୍ରାବାଦ ୪୪,୮୦୦ ୪୮,୮୭୦
କେରଳ ୪୪,୮୦୦ ୪୮,୮୭୦
ପୁଣେ ୪୬,୦୯୦ ୪୯,୩୫୦
ବରୋଦରା ୪୬,୫୬୦ ୪୯,୧୬୦
ଅହମ୍ମଦାବାଦ ୪୫,୫୮୦ ୪୯,୭୨୦
ଜୟପୁର ୪୭,୦୧୦ ୪୯,୨୬୦
ଲକ୍ଷ୍ନୌ ୪୫,୬୧୦ ୪୮,୫୧୦
କୋଏମ୍ବାଟୁର ୪୫,୧୫୦ ୪୯,୨୬୦
ମଦୁରାଇ ୪୫,୧୫୦ ୪୯,୨୬୦
ବିଜୟୱାଡା ୪୪,୮୦୦ ୪୮,୮୭୦
ପାଟନା ୪୬,୦୯୦ ୪୯,୩୫୦
ନାଗପୁର ୪୭,୦୭୦ ୪୮,୦୭୦
ଚଣ୍ଡିଗଡ଼ ୪୫,୬୧୦ ୪୮,୫୧୦
ସୁରଟ ୪୫,୫୮୦ ୪୯,୭୨୦
ଭୁବନେଶ୍ୱର ୪୪,୭୧୦ ୪୯,୧୩୦
ମାଙ୍ଗାଲୋର ୪୪,୮୦୦ ୪୮,୮୭୦
ବିଶାଖାପାଟନମ୍ ୪୪,୮୦୦ ୪୮,୮୭୦
ନାଶିକ୍ ୪୬,୦୯୦ ୪୯,୩୫୦
ମଇସୁର ୪୪,୮୦୦ ୪୮,୮୭୦

ଅକ୍ଟୋବର ମାସରେ ଗତ ୧୦ ଦିନରେ ସୁନା ଦରରେ ପରିବର୍ତ୍ତନ

ତାରିଖ ୨୨ କ୍ୟାରେଟ ୨୪ କ୍ୟାରେଟ୍ ପରିବର୍ତ୍ତିତ ଦର
୧୫ ଅକ୍ଟୋବର ୪୭,୦୭୦ ୪୮,୦୭୦ ୧୦୦
୧୪ ଅକ୍ଟୋବର ୪୬,୯୭୦ ୪୭,୯୭୦ ୬୮୦
୧୩ ଅକ୍ଟୋବର ୪୬,୨୯୦ ୪୭,୨୯୦ ୨୬୦
୧୨ ଅକ୍ଟୋବର ୪୬,୦୩୦ ୪୭,୦୩୦ ୯୦
୧୧ ଅକ୍ଟୋବର ୪୫,୯୪୦ ୪୬,୯୪୦
୧୦ ଅକ୍ଟୋବର ୪୫,୯୪୦ ୪୬,୯୪୦
ଅକ୍ଟୋବର ୪୫,୯୪୦ ୪୬,୯୪୦
ଅକ୍ଟୋବର ୪୫,୯୪୦ ୪୬,୯୪୦ ୪୦
ଅକ୍ଟୋବର ୪୫,୯୦୦ ୪୬,୯୦୦ ୨୨୦
ଅକ୍ଟୋବର ୪୫,୬୮୦ ୪୬,୬୮୦ ୪୬,୬୮୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.