Home କେନ୍ଦୁଝର ବ୍ଲକରେ ମୋଟ ୪୬ଜଣ ପାଇଲେ ଜାତୀୟ ମେଧାବୃତ୍ତି

ବ୍ଲକରେ ମୋଟ ୪୬ଜଣ ପାଇଲେ ଜାତୀୟ ମେଧାବୃତ୍ତି

65

ହାଟଡ଼ିହି,୧୯ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜାତୀୟ ମେଧାବୃତ୍ତି ପରୀକ୍ଷାର ଫଳ ପ୍ରକାଶ ପାଇଥିବାବେଳେ ଏଥିରେ ହାଟଡିହି ବ୍ଲକ୪୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ସୁନ୍ଦରାପାଳ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୧୩ଜଣ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଏବି ସୁନ୍ଦରାପାଳର ଛାତ୍ରୀ ଅନନ୍ୟା ଜେନା, ତେଜସ୍ୱିନୀ ବେହେରା, ସୂର୍ଯ୍ୟଦୀପ ମଲ୍ଲିକ, ସାଇ ରଞ୍ଜନ ନାୟକ, ଅମୃତ ଜେନା, ଅର୍ପୀତା ନାୟକ, କୌଶିକ ମିଶ୍ର, ଆଦ୍ୟାଶା ଜେନା, ଦିବ୍ୟଜୀବନ ପ୍ରକାଶ ରାଉତ, ଶକ୍ତି ସାଗର କଲ୍ୟାଣମୟ ଜେନା, ବର୍ଷାରାଣୀ ପାତ୍ର, ଶୁଭସ୍ମୀତା ଜେନା, ଆଦର୍ଶ କୁମାର ସେଠୀ, ଶାସଙ୍ଗ ହାଇସ୍କୁଲର ଅସ୍ମିତ ଆରିୟାନ ରାଉତ, ମରୈଗାଁ ହାଇସ୍କୁଲର ଦେବାଶିଷ ମିଶ୍ର, ମୁଗୁପୁର ହାଇସ୍କୁଲର ଲକ୍ଷ୍ମୀପ୍ରୀୟା ନାୟକ, ସୁବ୍ରତ କୁମାର ସେଠୀ, ବାଲିବରେଇ ହାଇସ୍କୁଲର ଶୁଭସ୍ମୀତା ରାଉତ, ଗୌତମ ବେହେରା, କୃଷ୍ଣ ହେମ୍ରମ, ।ରଣୁବାଳା ବାହାଦୁର, ପଢ଼ିଆରିପଲ୍ଲୀ ନୋଡାଲ ସ୍କୁଲର ଶୁଭଙ୍କର ବେହେରା, ରମେଶ ନାଇକ, ଷଡଙ୍ଗ ଆର.ବି ହାଇସ୍କୁଲର ଗୋପୀନାଥ ଖଣ୍ଡେଇ, ନିର୍ମାଲ୍ୟ ଶଙ୍ଖୁଆ, ଭବାନୀ ଶଙ୍କର ବେହେରା, ଢ଼େଙ୍କା ହାଇସ୍କୁଲର ନୁମୁନୁ ସୋରେନ, ହାବଳେଶ୍ୱର ହୌାଇସ୍କୁଲର ଅର୍ଜୁନ ମୁଣ୍ଡା, ବିଶ୍ୱପ୍ରକାଶ ବର୍ଦ୍ଧନ, ଅନନ୍ତ ଗୋପାଳ ଏମ.ଇ ସ୍କୁଲ ବଞ୍ଚୋର ବିଶ୍ୱଜିତ ଜେନା, ବିସି ୟୁପି ସ୍କୁଲ ଓରାଳିର ବିଭୁ ନାରାୟଣ ରାଉତ, ପ୍ରୀୟବ୍ରତ ଜେନା, ସୋସୋ ନୋଡାଲ ସ୍କୁଲର ମାଧବାନନ୍ଦ ନାୟକ, ମଠ ଏମ.ଇ ସ୍କୁଲର କୁନା ହାଁସଦା, ହଦଗଡ ହାଇସ୍କୁଲର ସବିତା ନାୟକ, ଡଅଁର ନୋଡାଲ ସ୍କୁଲର ନାରାୟଣ ଜେନା, ଶାଳଣିଆଁର ଦେବବ୍ରତ ସେଠୀ, ନିଶାକର ହାଇସ୍କୁଲର ରୁଦ୍ର ପ୍ରତାପ ସେଠୀ, ସାଇ ଅରବିନ୍ଦ ଉଚ୍ଚ ବିଦ୍ୟାପୀଠର ଓମ ପ୍ରକାଶ ସେଠୀ, ନିର୍ମଳ କୁମାର ବେହେରା, ବାଙ୍ଗୋର ହାଇସ୍କୁଲର ଅଂଶୁମାନ ଜେନା, ଗିରିଗାଁ ଶ୍ରୀଧର ନୋଡାଲ ସ୍କୁଲର ଦୀପକ କୁମାର ଦଳେଇ, ସୁଲଣ ହାଇସ୍କୁଲର ରୁଦ୍ର ନାରାୟଣ ରାଉତ, ଗୋପୀନାଥଜୀୟୁ ଆମ୍ବୋ ସ୍କୁଲର ସମୃଦ୍ଧି ଶଙ୍କର ଜେନା, ବଡରମ୍ପାସ ମାଳତୀଦେବୀ ଗାର୍ଲସ ହାଇସ୍କୁଲର ଶିବାନୀ ଜେନା ପ୍ରମୁଖ ଉତ୍ତିର୍ଣ୍ଣ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.