Home ଓଡ଼ିଶା ବ୍ରାଉନ ସୁଗାର ଜବତ

ବ୍ରାଉନ ସୁଗାର ଜବତ

23

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅବକାରୀ ଧରପକଡ଼ ସମୟରେ ସାତଶଙ୍ଖ ଡ଼ାକ୍ତରଖାନା ନିକଟରେ ବ୍ରଉନ ସୁଗାର ବିକ୍ରି କରୁଥିବା ବେଳେ ପିପିଲି ଅବକାରୀ କର୍ମଚାରୀ ଚଢ଼ାଉ କରି ଜଣକୁ ଗିରଫ କରିବା ସହ ତା’ଠାରୁ ୩୩ ଗ୍ରାମ ବ୍ରଉନ ସୁଗାର ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.