Home ଜିଲ୍ଲା ପରିକ୍ରମା ବୈଦିକ ଯଜ୍ଞ ସତ୍‌ସଂଗ ପକ୍ଷରୁ ବେଦପରାୟଣ ଯଜ୍ଞ ଅନୁଷ୍ଠିତ

ବୈଦିକ ଯଜ୍ଞ ସତ୍‌ସଂଗ ପକ୍ଷରୁ ବେଦପରାୟଣ ଯଜ୍ଞ ଅନୁଷ୍ଠିତ

76

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଦୋବଲ ସ୍ଥିତ ବୈଦିକ ଯଜ୍ଞମଣ୍ଡପ ଠାରେ ଆଜି ବୈଦିକ ସତ୍‌ସଂଗ ପକ୍ଷରୁ ବେଦପରାୟଣ ଯଜ୍ଞ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମଧ୍ୟ ଇଂରାଜୀ ନବବର୍ଷର ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ନକୂଳଦେବ ଶାସ୍ତ୍ରୀ ଓ ଆଚାର୍ଯ୍ୟ ନୃସିଂହ ବ୍ରହ୍ମଚାରୀଙ୍କ ସଂଯୋଜନାରେ ବେଦପରାୟଣ ଯଜ୍ଞରେ ନକୂଳଦେବା ଶାସ୍ତ୍ରୀ, ଉମାକାନ୍ତ ପଣ୍ଡା, ଅଭିମନ୍ୟୁ ମଲ୍ଳିକ, ଦଶରଥ ଗାହାଣ ଓ ବୈରାଗୀ ପାଢୀ ପ୍ରମୁଖ ବେଦପରାୟଣ ଉପରେ ପ୍ରବଚନ ପ୍ରଦାନ କରିଥିଲେ । ଏହି ଅବସରରେ ରବିନ୍ଦ୍ରନାଥ କର, କୃତିବାସ ତ୍ରିପାଠୀ, ଅଭିମନ୍ୟୁ ମିଶ୍ର, ପ୍ରଭାତ ସାମଲ, ଅଂଜନ କୁମାର ନାୟକ, ପ୍ରମୋଦ ନାୟକ, କମଳାକାନ୍ତ ଦାସ, ଘନଶ୍ୟାମ ଥାଟୋଇ, ରଣଜିତ୍ ମହାନ୍ତି, ରାସବିବାହରୀ ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, ବିଷ୍ଣୁ ଚରଣ ଦାସ, ପ୍ରଶାନ୍ତ କୁମାର ସାହୁ, ବ୍ରଜକିଶୋର ସାମଲ, ପରମେଶ୍ୱର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଉକ୍ତ ଯଜ୍ଞରେ ଜ୍ଞାନେନ୍ଦ୍ର ସାହୁ ଓ ତାଙ୍କର ପତ୍ନୀ ପଂଚାଳିଲତା ସାହୁ କର୍ତ୍ତାଭାବେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.