Home କେନ୍ଦୁଝର ବେଲବାହାଳି ରେ ବିଜେପିର ପ୍ରଶିକ୍ଷଣ ଶିବିର

ବେଲବାହାଳି ରେ ବିଜେପିର ପ୍ରଶିକ୍ଷଣ ଶିବିର

41

ହାଟଡ଼ିହି- ୧୦/୧୨ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ)  ଆନନ୍ଦପୁର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଲୋକ ନେତୃତ୍ୱରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ସାଙ୍ଗଠନିକ ମଣ୍ଡଳ ରେ ପ୍ରଶିକ୍ଷଣ ହେବ କ୍ରମରେ ଆଜି ବେଲବାହାଳି ମଣ୍ଡଳ ର ପ୍ରଶିକ୍ଷଣ ଶିବିର ର ଉଦଘାଟନୀ ଦିବସରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ଦ୍ଵାରା ଶିବିର ଉଦଘାଟିତ ହୋଇଯାଇଛି।
ପ୍ରଶିକ୍ଷକ ଭାବେ ରଷ୍ଟ୍ରୀୟ କୃଷକ ମୋର୍ଚ୍ଚା ର ଉପସଭାପତି ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଯଜ୍ଞ ପ୍ରସାଦ ସାହୁ, ଏବଂ ମୁଁ ନିଜ ବିଷୟ ଉପସ୍ଥାପନ କରିଥିଲେ। ମଣ୍ଡଳ ସଭାପତି ଅନାଦି ସାହୁ ଶିବିର ର ସଭାପତିତ୍ୱ କରିଥିବା ବେଳ,ବର୍ଗଧିକାରୀ ଭାବେ ଦୀପ୍ତିମୟୀ ସାହୁ ଦାଇତ୍ୱ ନିର୍ବାହନ କରିଥିଲେ, ଜିଲ୍ଲା ସମ୍ପାଦକ ଜ୍ଞାନରଂଜନ ସମନ୍ତସିଂହର ମଞ୍ଚ ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ରାଜ୍ୟ OBC ମୋର୍ଚ୍ଚା ର ଉପସଭାପତି ଭଗବାନ ସାହୁ, ଜିଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ସୁମତି ଯେନା,ସନ୍ତୋଷ ଯେନା ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱନାଥ ସାହୁ, ଶ୍ରୀଧର ସାହୁ, ସଂଯୁକ୍ତା ସାହୁ, ସରୋଜ ସାହୁ,ସୁଶାନ୍ତ ଜେନା, ପ୍ରଶାନ୍ତ ମହାପାତ୍ର,ରତ୍ନାକର ବାରିକ,କେଶବ ଯେନା,ବିରଞ୍ଚି ଜେନା, ପୂର୍ଣ୍ଣଚନ୍ଦ୍ର ରାଉତ,ଗୋଲାକ ମହାପାତ୍ର, ପ୍ରସନ୍ନ ଦାସ, ଶିଶିର ବେହେରା, ଭଗୁ ସାହୁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
ଏ ବର୍ଗରେ ପିଙ୍କି ବାଇ, ଶାନ୍ତିଲତା ବାଇ, ସସ୍ମିତା ବାଇ, ଅହଲ୍ୟା ବାଇ ରାଧା ମୁଖୀ,ଶରତ ବାରିକ,ଚନ୍ଦନ ସାହୁ, ନବକିଶୋର ବେହେରା,କୁଳମଣି ପାଢି, ରଞ୍ଜନ ନାହାକ,ଚକ୍ରଧର ବିଶ୍ୱାଳ,ଭକ୍ତବନ୍ଧୁ ଯେନା, ପ୍ରକାଶ ଯେନା,ଶରତ ସାହୁ, କିରଣ ସାହୁ, ଗୋବିନ୍ଦ ନାୟକ,ମମତା ସାହୁ, ସମାଲତା ସାହୁ, ରାଧାରାଣୀ ବାଇ, କୃଷ୍ଣ ସାହୁ, ଅନିରୁଦ୍ଧ ସାହୁ, ବୈଲୋଚନ ମହାରଣା,ରଘୁନାଥ ରାଉତ, ପ୍ରଫୁଲ୍ଲ ବାରିକ,ଋଷି ଯେନା ,ରଞ୍ଜନ ପଣ୍ଡା, ନାରାୟଣ ନାଗ, କୁଳମଣି ନାୟକ, , ସୁନିଲ ପଣ୍ଡା,ଜାନକୀ ସାହୁ, ଗୋଲାପ ପଣ୍ଡା,ଜଗଦୀଶ ପୃଷ୍ଟି,ବିଦ୍ୟାଧର ଜେନା, ପଞ୍ଚାନନ ଖଟୁଆ,ରତ୍ନାକର ଦେହୁରୀ, ମଳୟ ଜେନା, କୀର୍ତ୍ତନ ସାହୁ, ଆଦିତ୍ୟ ଜେନା, ହାଡ଼ିବନ୍ଧୁ ଜେନା,ଦୁଖବନ୍ଧୁ ଯେନା,ସୁବାସୀଷ ଦାସ,ରଞ୍ଜନ ମାଝୀ, ପୀତବାସ ରାଉତ, ତପନ ବେହେରା, ଚିନ୍ମୟ ଜେନା, ମୁରଲୀ ସାହୁ, ପ୍ରଦୀପ ଯେନା,କୁନା ଯେନା ପ୍ରମୁଖ ଶତାଧିକ ଶିବିରାର୍ଥୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.