Home ଓଡ଼ିଶା ବୁଡିଲା ମାଛ ଧରା ଡଙ୍ଗା

ବୁଡିଲା ମାଛ ଧରା ଡଙ୍ଗା

99

ପାରାଦୀପ,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ପାରାଦୀପ ବନ୍ଦରରେ ଏକ ମାଛ ଡଙ୍ଗା ବୁଡିଯାଇଥିବା ଖବର ମିଳିଛି । ମାତ୍ର ଏଥିରେ ଥିବା ୬  ମତ୍ସ୍ୟଜୀବୀ ଅଳ୍ପକେ ବଞ୍ଚିଯାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ନାମକ ଏକ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗାଟି ବୁଡି ଯାଇଥିଲା । ପରେ ସମସ୍ତ ୬ ମତ୍ସ୍ୟଜୀବୀ ପାଣି ଭିତରେ ବୁଡ଼ି ଯାଇଥିିଲେ । ହେଲେ ବୁଡ଼ିବାର କିଛି ସମୟରେ ସେେମାନଙ୍କୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.