Home ଓଡ଼ିଶା ବିଶାଖାପାଟଣା ବନ୍ଦରରେ ଏକ ଜାହାଜରେ ଲାଗିଲା ନିଆଁ

ବିଶାଖାପାଟଣା ବନ୍ଦରରେ ଏକ ଜାହାଜରେ ଲାଗିଲା ନିଆଁ

356

ବିଶାଖାପାଟଣା, ୧୨ା୮,(ଓଡ଼ିଆ ପୁଅ / ପଙ୍କଜିନୀ ନାୟକ) : ଆଜି ଅପରାହ୍ନରେ ବିଶାଖପାଟଣାର ବନ୍ଦର ନିକଟରେ ଏକ ଜାହାଜରେ ନିଆଁ ଲାଗିଯାଇଛି । ସେହି ସମୟରେ ଏହି ଜାହାଜରେ ୨୯ ଜଣ ବ୍ୟକ୍ତି ରହିଥିଲେ ।

ପରେ ୨୯ଜଣଙ୍କ ମଧ୍ୟରୁ ୨୮ଜଣଙ୍କୁ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଜଣେ କର୍ମଚାରୀ ନିଖୋଜ ଅଛନ୍ତି । ତାଙ୍କୁ କୋଷ୍ଟଗାର୍ଡ଼ ଖୋଜୁଛନ୍ତି । ତେବେ ଏ ପର୍ଯ୍ୟନ୍ତ ନିଆଁ ଲାଗିଥିବା ପଛର କାରଣ ଅସ୍ପଷ୍ଟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.