ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଜଣେ ମହିଳା ଯାହାଙ୍କୁ ପ୍ରାୟ ୩୦ ବର୍ଷ ବୟସ ହେବ। ଯିଏକି ବିଭିନ୍ନ ଦେଶରେ ୪ ଥର ଟୀକାକରଣ କରିସାରିଛନ୍ତି। ବିମାନ ବନ୍ଦରରେ COVID19 ଟେଷ୍ଟରେ ତାଙ୍କର ପଜିଟିଭ୍ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ତାଙ୍କର କିଛି କରୋନା ଲକ୍ଷଣ ନାହିଁ। ଇନ୍ଦୋର CMHO ଡଃ ଭୁରେ ସିଂ ସେଠିଆ କହିଛନ୍ତିଯେ, ସେ ଗୋଟିଏ ଦିନ ପୂର୍ବରୁ କରୋନା ପରୀକ୍ଷା ପରିଥିଲେ ତାଙ୍କର ରିପୋର୍ଟ ନେଗେଚିଭ୍ ଆସିଥିଲା।
Madhya Pradesh | A woman of around 30 years of age, who has already been vaccinated 4 times in different countries, tested #COVID19 positive at the airport & was admitted to a hospital. She was asymptomatic & tested negative a day before: Indore CMHO Dr Bhure Singh Setia (29.12) pic.twitter.com/xpfs9bLgbp
— ANI (@ANI) December 30, 2021