Home Coronavirus Outbreak ରାଜ୍ୟରେ ଆଜି ୨୨୫ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୨୨୫ ନୂଆ ଆକ୍ରାନ୍ତ

101

ଭୁବନେଶ୍ୱର ୩୦ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୨୨୫
୦-୧୮ ବର୍ଷର : ୩୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୨
– ସ୍ଥାନୀୟ ଅଞ୍ଚଳରୁ୯୩
୧- ବାଲେଶ୍ୱର ଜିଲ୍ଲାରୁ – ୧୨
୨- ବରଗଡ଼ ଜିଲ୍ଲାରୁ – ୨
୩- ଭଦ୍ରକ ଜିଲ୍ଲାରୁ – ୨
୪- ବଲାଙ୍ଗୀର ଜିଲ୍ଲାରୁ – ୩
୫- କଟକ ଜିଲ୍ଲାରୁ – ୧୧
୬- ଦେବଗଡ଼ ଜିଲ୍ଲାରୁ – ୫
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଞ୍ଜାମ ଜିଲ୍ଲାରୁ – ୧
୯- ଯାଜପୁର ଜିଲ୍ଲାରୁ – ୪
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୯
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୨- କେନ୍ଦୁଝର ଜିଲ୍ଲାରୁ – ୬
୧୩- ଖୋର୍ଦ୍ଧାରୁ : ୮୭
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୧୦
୧୫- ନବରଙ୍ଗପୁର ଜିଲ୍ଲାରେ: ୨
୧୬- ନୂଆପଡ଼ା ଜିଲ୍ଲାରୁ – ୪
୧୭- ପୁରୀ ଜିଲ୍ଲାରୁ – ୩
୧୮- ରାୟଗଡ଼ା ଜିଲ୍ଲାରୁ – ୨
୧୯- ସମ୍ବଲପୁର ଜିଲ୍ଲାରୁ – ୨୩
୨୦- ସୋନପୁର ଜିଲ୍ଲାରୁ – ୧
୨୧- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩
୨୨- State Pool: ୨୦
– ନୂଆ ସୁସ୍ଥ ହୋଇଥିଲେ୧୬୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୪୬୧୧୩୮
– ମୋଟ ଆକ୍ରାନ୍ତ ୧୦୫୪୬୦୬
– ମୋଟ ସୁସ୍ଛ ହୋଲେଣି ୧୦୪୪୪୪୩
– ସକ୍ରୀୟ ଆକ୍ରାନ୍ତ – ୧୬୫୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.