Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଉଦ୍‌ଘାଟିତ

ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଉଦ୍‌ଘାଟିତ

111

ପୁରୀ, ୨୮/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବଳିଆପଣ୍ଡା ସ୍ଥିତ କ୍ରୀଡା ଓସଂସ୍ଖୃତି କେନ୍ଦ୍ର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଚିତ୍ରରେ ରଙ୍ଗ ଦିଅ, ଚିତ୍ରାଙ୍କନ.ସାଧାରଣଜ୍ଞାନ, ବକ୍ତୁତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଏହି ପ୍ରତିଯୋଗିତାକୁ ଅନୁଷ୍ଠାନ ର ସଭାପତି ଦାମୋଦର ପ୍ରଧାନୀ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ।ଶିଶୁ ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠାନର ନିଷ୍ଠା ଓ ପ୍ରଚେଷ୍ଠା ଦେବା ପସଂଶନୀୟ। ଏହି ପ୍ରତିଯୋଗିତା ରେ ପୁରୀର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.