Home ଓଡ଼ିଶା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ବିକ୍ଷୋଭ ଓ ଧାରଣା

52

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀଜୟନ୍ତ ଦାସ ଙ୍କ ନେତୃତ୍ୱ ରେ ବିଜେପି ଯୁନମୋର୍ଚ୍ଚା ତରଫରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗ ଦେଇ ରାଜ୍ୟ ସରକାର ଓ ପ୍ରଶାସନ ଏହି ଜମି ବିକ୍ରି କରିଥିବା ନିମନ୍ତେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଓ ଜମିର ସେଲଡିଡ କୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଆସ୍ରୀତ ପଟ୍ଟନାୟକ ଙ୍କ ସମେତ ବିଶ୍ୱଜିତ୍ ମହାନ୍ତି, ମିଥୁନ ଜେନା, ଶିବନାରାୟଣ ଦାସ, ଦୁର୍ଗାମାଧବ ପଣ୍ଡା, ଅଦିତ୍ ସାମନ୍ତରାୟ, ପ୍ରଣବ କୁମାର ଗୌତମ, ସଂଗ୍ରାମ ପରିଡା ଓ ସୌମ୍ୟ ମିଶ୍ର ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.