Home Coronavirus Outbreak ଆଜି ପୁରୀ ଜିଲାରେ ୧୫୬ କରୋନା ପଜେଟିଭ ଚିହ୍ନଟ

ଆଜି ପୁରୀ ଜିଲାରେ ୧୫୬ କରୋନା ପଜେଟିଭ ଚିହ୍ନଟ

73

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ପୁରୀ ଜିଲାରେ ୧୫୬ ଜଣ କରୋନା ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ପିପିଲି ରେ ୧୦୨, ଡେଲାଙ୍ଗ ୯୯, କଣାସ ୧୯୦, ସତ୍ୟବାଦୀ ୧୫୬, ବ୍ରହ୍ମଗିରି ୨୬୦, ପୁରୀ ସଦର ୨୧୩, ଗୋପ ୧୦୯, କାକାଟପୁର ୧୨୯, ନିମାପଡା ୧୫୩, ଅସ୍ତରଙ୍ଗ ୧୧୨, କୃଷ୍ଣପ୍ରସାଦ ୧୫୦, ପୁରୀ ମ୍ୟୁନିସିପାଲଟି ୮୮୮, ପିପିଲି ଏନଏସି ୩, କୋଣାର୍କ ଏନଏସି ୪, ନିମାପଡା ଏନଏସି ୧୫ ପଜେଟିଭ କେସ ରହିଛି। ମୋଟ୍ଟ ୨୫୯୧ ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ୧୫୪୪ ଜଣ ନିଜ ନିଜ ଗୃହ କୁ ଫେରିଛନ୍ତି। ଜିଲାର ବିଭିନ୍ନ କୋଭିଡ୍ ଚିକିତ୍ସା କେନ୍ଦ୍ର ରେ ୧୦୩୧ ଜଣ ଆକ୍ଟିଭ୍ ଚିକିତ୍ସାଧିନ ରହିଛନ୍ତି। ଜିଲା ରେ ବର୍ତମାନ ୪୪ ଟି କନଟେନମେଂଟ ଜୋନ କାର୍ଯ୍ୟ କରୁଛି। ଜିଲାରେ ମୋଟ୍ଟ ୫୦, ୦୧୫ ଜଣ ଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଜିଲାରେ ବର୍ତମାନ ସୁଧା ୧୦ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.