Home କେନ୍ଦୁଝର ବିଜେପି କାର୍ଯ୍ୟାଳୟରେ ନୂତନ ଗୃହପ୍ରବେଶ ଉତ୍ସବ

ବିଜେପି କାର୍ଯ୍ୟାଳୟରେ ନୂତନ ଗୃହପ୍ରବେଶ ଉତ୍ସବ

28

ହାଟଡ଼ିହି, ୧୦ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଜେପିର ଏକ ନୁତନ ପାର୍ଟି କାର‌୍ୟ୍ୟାଳୟର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକ କାର‌୍ୟ୍ୟାଳୟ ନିକଟରେ ଏହି ନୁତନ କାର‌୍ୟ୍ୟାଳୟର ଗୃହପ୍ରବେଶ ଉତ୍ସବରେ ବିଜେପିନେତା ତଥା ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ବିଜୟ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, କୃଷକମୋର୍ଚ୍ଚାର ସାଧାରଣ ସମ୍ପାଦକ ହରମୋହନ ଶାସିନି, ସୁଶାନ୍ତ ଜେନା, ନିର୍ମଳ ଦେହୁରୀ, ରମାକାନ୍ତ ନାୟକ, ଧନେଶ୍ୱର ରାଉତ, ଗୋପାଳ ସେନାପତି, ହେମନ୍ତ ପେରେଇ, ରାଜେଶ ସେଠୀ, ତୃପ୍ତୀମୟୀ ଜେନା, ଶରତ ନାୟକ, ବିରଞ୍ଚି ମହାପାତ୍ର, ଟିକାୟତ ନାୟକ, କାଳିଆ ନାୟକ, ଆଲୋକ ଦାସ, ରମାକାନ୍ତ ସାହୁ, ରାଜେଶ ରାଉତ, ପ୍ରୀୟ ଜେନା, ସ୍ମୃତିରଞ୍ଜନ ବେହେରା, କୈଳାଶ ଜେନା, ପିନାକୀ ପ୍ରୀୟରଞ୍ଜନ ବେହେରା, ଅନନ୍ତ ବେହେରା, ପ୍ରଫୁଲ ସେନାପତି, ଶ୍ରୀଧର ସାମଲ, ଆଲୋକ ଜେନା, କୃଷ୍ଣଚନ୍ଦ୍ର ଜେନା, ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର, ଟୁକୁନା ମହାନ୍ତ, ଟିକି କିସ୍କୁ, ହେମନ୍ତ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ଏହି କାର‌୍ୟ୍ୟାଳୟ ପ୍ରତିଷ୍ଠା ହେବାପରେ କର୍ମକର୍ତ୍ତାମାନେ ଅନେକ ସମୟରେ କାର‌୍ୟ୍ୟାଳୟରେ ଏକତ୍ରିତ ହୋଇ ଦଳୀୟ ଓ ସାଂଗଠନିକ କାର‌୍ୟ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.