Home କୋରାପୁଟ ବିଏସଏଫ କ୍ୟାମ୍ପରେ ଆନ୍ତର୍ଜାତୀୟ  ଯୋଗ ଦିବସ

ବିଏସଏଫ କ୍ୟାମ୍ପରେ ଆନ୍ତର୍ଜାତୀୟ  ଯୋଗ ଦିବସ

65

କୋରାପୁଟ ୨୧-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ବିଏସଏଫ କ୍ୟାମ୍ପ ପରିସରରେ ସୋମବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।  ଏହି ଅବସରରେ  ଯବାନମାନେ  ଯୋଗ ଅଭ୍ୟାସ କରିଥିଲେ । କୋରାପୁଟ ସମେତ ବୈପାରିଗୁଡା, ଲକ୍ଷ୍ମୀପୁର ,ଲମତାପୁଟ,ସୁଙ୍କି,ରାଲେଗାଡା ପ୍ରମୁଖ ସ୍ଥାନରେ  ଥିବା ବିଏସଏଫ୍ କ୍ୟାମ୍ପରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଛି । ସେହିପରି କୋରାପୁଟ ସମେତ ସହରର ପୂଜାରିପୁଟ,  ଓ ଅନ୍ୟାନ୍ୟ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.