Home ଓଡ଼ିଶା ବାଲେଶ୍ୱର ୱାର୍ଡ କାଉନସିଲର ବିଜୟୀ ପ୍ରାର୍ଥୀ

ବାଲେଶ୍ୱର ୱାର୍ଡ କାଉନସିଲର ବିଜୟୀ ପ୍ରାର୍ଥୀ

55

ବାଲେଶ୍ୱର ୨୬-୩ (ଅଜିତ ମହାନ୍ତି) ବାଲେଶ୍ୱର ମ୍ୟୁନିସିପାଲଟିରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସବିତା ସାହୁ ବିଜୟୀ ହୋଇଛନ୍ତି।

ବାଲେଶ୍ୱର ୱାର୍ଡ କାଉନସିଲର ବିଜୟୀ ପ୍ରାର୍ଥୀ

୧- ବିଜେପି ପ୍ରାର୍ଥୀ ସସ୍ମିତା ନାଥ ୪୫୧ ଖଣ୍ଡ ଭୋଟରେ ବିଜୟୀ।

୨- ବିଜେଡି ପ୍ରାର୍ଥୀ ଅମିତ କୁମାର ନାୟକ, ୮୨ ଖଣ୍ଡ ଭୋଟରେ ବିଜୟୀ।

୩- ବିଜେପି ପ୍ରାର୍ଥୀ ରୋଜାଲିନ ପାଣି ୪୦୧ ଖଣ୍ଡ ଭୋଟରେ ବିଜୟୀ।

୪- ବିଜେଡି, ସଲମା ବିବି, ୩୭୬ ଖଣ୍ଡ ଭୋଟରେ ବିଜୟୀ।

୫- ବିଜେଡି, ମିତା ପଟ୍ଟନାୟକ, ୩୮୦ ଖଣ୍ଡ ଭୋଟରେ ବିଜୟୀ।

୬- ବିଜେଡି, କବିତା ମୁର୍ମୁ, ୮୮ ଖଣ୍ଡ ଭୋଟରେ ବିଜୟୀ।

୭- ବିଜେଡି, ମିରାଜ ବାନୋ, ୪୯୨ ଖଣ୍ଡ ଭୋଟରେ ବିଜୟୀ।

୮- ବିଜେଡି, ପ୍ରୀତିଲତା ସେଠୀ, ୪୩୩ ଖଣ୍ଡ ଭୋଟରେ ବିଜୟୀ।

୯- ସ୍ୱାଧୀନ, ସଂଜୀବ ଦାସ, ୨୪୪ ଖଣ୍ଡ ଭୋଟରେ ବିଜୟୀ।

୧୦- ବିଜେଡି, ରାଧାକୃଷ୍ଣ ଦାସ, ୪୪୩ ଖଣ୍ଡ ଭୋଟରେ ବିଜୟୀ।

୧୧- ସ୍ୱାଧୀନ, ଶେଖ ନୌସାଦ ଅଲ୍ଲୀ, ୩୦୪ ଖଣ୍ଡ ଭୋଟରେ ବିଜୟୀ।

୧୨- ସ୍ୱାଧୀନ, ଅନିଦ୍ୟ କୁମାର ପଣ୍ଡା, ୯୩ ଖଣ୍ଡ ଭୋଟରେ ବିଜୟୀ।

୧୩- ବିଜେପି, ପ୍ରତିମା ବେହେରା, ୨୭ ଖଣ୍ଡ ଭୋଟରେ ବିଜୟୀ।

୧୪- ବିଜେଡି, କୈଳାସ ସେଠୀ, ୩୯୧ ଖଣ୍ଡ ଭୋଟରେ ବିଜୟୀ।

୧୫- ବିଜେଡି, ସଂଧ୍ୟାରାଣୀ ଜେନା, ୨୧୫ ଖଣ୍ଡ ଭୋଟରେ ବିଜୟୀ।

୧୬- ବିଜେଡି, ସବିତାରାଣୀ ଦାସ, ୩୪୨ ଖଣ୍ଡ

୧୭- ବିଜେପି, ସତ୍ୟଶିଵ ସୁନ୍ଦର ଦାସ, ୪୭ ଖଣ୍ଡ

୧୮- ବିଜେଡି, ଅର୍ପିତା ପଟ୍ଟନାୟକ, ୧୨୧ ଖଣ୍ଡ

୧୯- ବିଜେଡି, ଶୋଭା ମହାପାତ୍ର, ୩୩୩ ଖଣ୍ଡ

୨୦- ବିଜେପି, ନିରୂପମା ଦାସ, ୭୪ ଖଣ୍ଡ

୨୧- ବିଜେପି, ସୁଚିସ୍ମିତା ପଣ୍ଡା, ୫୨୨ ଖଣ୍ଡ

୨୨- ବିଜେଡି, ଦେବାଶିଷ ସିଂ, ୧୦୫ ଖଣ୍ଡ

୨୩- ବିଜେଡି, ଶଶିରେଖା ମହାନ୍ତି, ୮ ଖଣ୍ଡ

୨୪- ବିଜେଡି, ମିନା ମହାନ୍ତି, ୭୨୬ ଖଣ୍ଡ

୨୫- ବିଜେପି, ନିତ୍ୟଗୋପାଳ ସିଂ, ୬୮ ଖଣ୍ଡ

୨୬- ବିଜେଡି, ଶେଖ ଆୟୁବ, ୧୬୬ ଖଣ୍ଡ

୨୭- ସ୍ୱାଧୀନ, ପଦ୍ମଲୋଚନ ଲେଙ୍କା, ୮୮୭ ଖଣ୍ଡ

୨୮- ବିଜେପି, ଗୌରୀ ଦାଶ, ୧୨୬ ଖଣ୍ଡ

୨୯- ବିଜେଡି, କାର୍ତ୍ତିକ ଚନ୍ଦ୍ର ସାହୁ, ୪୩ ଖଣ୍ଡ

୩୦- ବିଜେପି, ଭାରତୀ ପାତ୍ର, ୨୦୧ ଖଣ୍ଡ

୩୧- ବିଜେଡି, ରଞ୍ଜିତା ମହାପାତ୍ର, ଅପ୍ରତିଦ୍ବନ୍ଦି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.