Home ଓଡ଼ିଶା ନିମାପଡ଼ା ଏନଏସି ବିଜୟୀ ପ୍ରାର୍ଥୀ

ନିମାପଡ଼ା ଏନଏସି ବିଜୟୀ ପ୍ରାର୍ଥୀ

61

ପୁରୀ ୨୬-୩ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ନିମାପଡା ଏନଏସି ବିଜୟୀ ପ୍ରାର୍ଥୀ /ପ୍ରାର୍ଥିନୀ

ୱାର୍ଡ ୧ କବିତା ପ୍ରଧାନ ବିଜେଡ଼ି ବିଜୟୀ

ୱାର୍ଡ ୨ ନିରଞ୍ଜନ ନାୟକ ବିଜେପି ବିଜୟୀ

ୱାର୍ଡ ୩ ସ୍ୱାଧୀନ ମାଧବ ବେହେରା ବିଜୟୀ।

ନିମାପଡା ୱାର୍ଡ ୪ ବିଜେଡି ଧନୁର୍ଦ୍ଧର ଦାସ ବିଜୟୀ।

ୱାର୍ଡ ୫ କବିତା ତରାଇ, ବିଜେଡି, ବିଜୟୀ

ୱାର୍ଡ ୬ ସରୋଜ ଦାଶ୍ ବିଜେଡି, ବିଜୟୀ

ୱାର୍ଡ ୭ ରାଜକିଶୋର ସାହୁ, ବିଜେଡି, ବିଜୟୀ

ୱାର୍ଡ ୮ ନିବେଦିତା ପଟନାୟକ ବିଜେଡି, ବିଜୟୀ

ୱାର୍ଡ ୯ ଟିକିନା ପଣ୍ଡା, ବିଜେପି, ବିଜୟୀ

ୱାର୍ଡ ୧୦ ରଞ୍ଜିତା ପାତ୍ର, ବିଜେପି ବିଜୟୀ

ୱାର୍ଡ ୧୧ ଅନୁସାୟା ପାଣି, ବିଜେଡି, ବିଜୟୀ

ବିଜେଡି ୭, ବିଜେପି ୩, ସ୍ୱାଧୀନ ୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.