Home Top News ବାଲୁକାକଳାରେ ଶ୍ରୀରାମ ନବମୀ ଶୁଭେଚ୍ଛା Top Newsଓଡ଼ିଶାଜିଲ୍ଲା ପରିକ୍ରମାପୁରୀସହର ବାଲୁକାକଳାରେ ଶ୍ରୀରାମ ନବମୀ ଶୁଭେଚ୍ଛା By Bureau - April 10, 2022 73 0 1 0 0ପୁରୀ ୧୦-୪ (ଓଡ଼ିଆ ପୁଅ) ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ। ଏହି ପବିତ୍ର ଦିବସ ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି। ପୁରୀ ବେଳାଭୂମିରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ଗଢ଼ିଛନ୍ତି। Tweet 0 1 0 0