Home Top News ବାଲୁକାକଳାରେ ଶ୍ରୀରାମ ନବମୀ ଶୁଭେଚ୍ଛା Top Newsଓଡ଼ିଶାଜିଲ୍ଲା ପରିକ୍ରମାପୁରୀସହର ବାଲୁକାକଳାରେ ଶ୍ରୀରାମ ନବମୀ ଶୁଭେଚ୍ଛା By Bureau - April 10, 2022 67 Total1 0 1 0 0ପୁରୀ ୧୦-୪ (ଓଡ଼ିଆ ପୁଅ) ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ। ଏହି ପବିତ୍ର ଦିବସ ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି। ପୁରୀ ବେଳାଭୂମିରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ଗଢ଼ିଛନ୍ତି। Tweet Total1 0 1 0 0