Home Top News ବାପା ୭ ବର୍ଷର ଝିଅ ପାଇଁ କିଣିଲେ ମୋବାଇଲ୍‌, କିନ୍ତୁ ଖର୍ଚ୍ଚ କଲେ ଲକ୍ଷ ଲକ୍ଷ...

ବାପା ୭ ବର୍ଷର ଝିଅ ପାଇଁ କିଣିଲେ ମୋବାଇଲ୍‌, କିନ୍ତୁ ଖର୍ଚ୍ଚ କଲେ ଲକ୍ଷ ଲକ୍ଷ ଲୋକଙ୍କୁ ଜଣେଇବାରେ – ଘୋଡ଼ାଗାଡ଼ିରେ ବସାଇ ଡିଜେ ବଜାଇ ସହର ବୁଲି ଲୋକଙ୍କୁ ଜଣେଇଲେ

131

ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) ଖୁସି ହେଇଗଲେ ବାପା। ବାପା ୭ ବର୍ଷର ଝିଅ ପାଇଁ କିଣିଲେ ମୋବାଇଲ୍‌। କିନ୍ତୁ ମୋବାଇଲ୍‌ ଠାରୁ ଅଧିକ ଖର୍ଚ୍ଚକଲେ ଲୋକଙ୍କୁ ଜଣେଇବାରେ। ଘୋଡ଼ାଗାଡ଼ିରେ ବସାଇ ଡିଜେ ବଜାଇ ସହର ବୁଲି ଲୋକଙ୍କୁ ଜଣେଇଲେ ଏଥିପାଇଁ ଖର୍ଚ୍ଚହେଲା ଲକ୍ଷ ଲକ୍ଷ ଟଙ୍କା।
ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଶିବପୁରୀରେ। ଜଣେ ଚା’ ବିକ୍ରୀ କରୁଥିବା ଲୋକ ତାଙ୍କର ୭ ବର୍ଷର ଝିଅ ପାଇଁ ମୋବାଇଲ୍ କିଣିଲେ। ଏହାପରେ ଆରମ୍ଭ ହେଲା ସହର ଲୋକଙ୍କୁ ଜଣେଇବା। ଖୁସି ମନେଇବା। ଦେଖନ୍ତୁ ଭିଡ଼ିଓ

https://twitter.com/abhiranjanjnu/status/1473640670078271492

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.