Home ଓଡ଼ିଶା ବାଣ କାରଖାନାରେ ବିସ୍ଫୋରଣ ଘଟି ୨୩ ମୃତ, ଅନେକ ଆହତ

ବାଣ କାରଖାନାରେ ବିସ୍ଫୋରଣ ଘଟି ୨୩ ମୃତ, ଅନେକ ଆହତ

211

ପଞ୍ଜାବ,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ଗୁରୁଦାସପୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟଣାରେ ମୃୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ଏବେବି କାନ୍ଥ ତଳେ ଆହରି ଅନେକ ଲୋକ ଫଶି ରହିଥିବା ଜଣାପଡ଼ିଛି । NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ଅମରିନ୍ଦର ସିଂ ଘଟଣାସ୍ଥଳ ପରିଦର୍ଶନରେ ଯିବେ । ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଗତକାଲି ପଞ୍ଜାବ ଗୁରୁଦାସପୁର ଜିଲ୍ଲା ବାଟଲାସ୍ଥିତ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.