Home କଟକ ବାଖରାବାଦ ଗାନ୍ଧୀଭବନରେ ୧୫୦ତମ ଗାନ୍ଧୀଜୟନ୍ତୀ ପାଳନ ହେବ

ବାଖରାବାଦ ଗାନ୍ଧୀଭବନରେ ୧୫୦ତମ ଗାନ୍ଧୀଜୟନ୍ତୀ ପାଳନ ହେବ

98

ଭୁବନେଶ୍ୱର/କଟକ୧ା୧୦ା୨୦୧୯(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବାଖରାବାଦସ୍ଥିତ ଗାନ୍ଧୀ ଭବନ ଠାରେ ଆସନ୍ତାକାଲି ସନ୍ଧ୍ୟା ୬ ଘଟିକା ସମୟରେ ଉକ୍ରଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ହେବ । ଉକ୍ତ କାର୍ଯ୍ୟକ୍ରମରେ ‘ସମାଜ’ ଖବର କାଗଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର, ଡଃ ସତ୍ୟରାୟ,ପ୍ରଫେସର ସୀତାରାୟ,ଜୟନ୍ତ ଦାସ ଓ ଜୟନ୍ତୀ ମଞ୍ଜଳୀ ରଥ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସୃତି ଚାରଣ କରିବେ ବୋଲି ଉକ୍ରଳ ଗାନ୍ଧୀ ସ୍ମାରକ ନିଧି ର ଯୁଗ୍ମ ସମ୍ପାଦିକା ଅନିମା ରାୟ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.